ଚନ୍ଦନଯାତ୍ରା ପାଇଁ ଅନୁକୂଳ ହେଲା ଦର୍ଜୀ କାମ

Image source:News7

ପୁରୀ ୨୦/୦୪: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଦର୍ଜୀ କାମ ଅନୁକୂଳ ହୋଇଛି । ମହାପ୍ରସାଦ, ଶ୍ରୀଫଳ ଓ ଦୀପ ଧୂପ ଦେଇ ପାରମ୍ପରିକ ବିଧିରେ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହେବ। ଚନ୍ଦନ ଯାତ୍ରା ପାଇଁ ଠାକୁରଙ୍କ ପାଇଁ ଲୋଡ଼ା ଶେଯ, ମାଣ୍ଡି, ବିଞ୍ଛଣା, ପାଲିଙ୍କି ଚାଳି, ଛତା, ତରାସ, ଖଣ୍ଡା, ଛୁରି ଆଦି ବହୁ ସାଜ ତିଆରି କରାଯିବର ପରମ୍ପରା ରହିଛି।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version