ଆସୁଛି ଗ୍ରୀଷ୍ମ : ତ୍ଵଚା ପାଇଁ କ’ଣ କରିବେ

ଭୁବନେଶ୍ବର, ୧୮/୦୨: ଖରା ଯୋଗୁଁ ତ୍ଵଚ କଳା ଦାଗ(Sun Tan) ପଡିଯିବା ଝିଅ ମାନଙ୍କ ପାଇଁ ଏକ ଚିନ୍ତା ର କାରଣ । ଓଡିଶାର ଖରା ନିଶ୍ଚୟ ରୂପରେ ପ୍ରବଳ। ଏହି ସମୟରେ ନିଜ ତ୍ଵଚା ର ଯତ୍ନ କିପରି ନେବେ? ଆସନ୍ତୁ ଜାଣିବା ଏକ ସରଳ ଉପାୟ। ଏକ ଚାମଚ ଦହି, ଚିମୁଟେ ହଳଦୀ, କିଛି ବୁନ୍ଦା ମହୁ ଓ କିଛି ବୁନ୍ଦା ଗୋଲାପ ଜଳ କୁ ଭଲଭାବେ ମିଶ୍ରଣ କରି ଆପଣଙ୍କ ତ୍ଵଚାରେ ଲଗାଇ ପ୍ରାୟ ଅଧ ଘଣ୍ଟା ରଖିବେ, ଏପରି ନିୟମିତ କଲେ କିଛି ଦିନ ମଧ୍ୟରେ ଦେଖିବେ ଆପଣଙ୍କର ତ୍ଵଚାରୁ ଖରା ଯୋଗୁଁ ହୋଇଥିବା କଳା ଦାଗ (Sun Tan) ଧୀରେ ଧୀରେ ଉଭେଇ ଯିବ । freeslots dinogame telegram营销

-Advertisement-
-Advertisement-