୨୨ ଦିନ ପରେ ରତ୍ନ ସିଂହାସନରେ ଦର୍ଶନ ଦେଲେ ମହାବାହୁ

ପୁରୀ,୧/୨: ଦୀର୍ଘ ୨୨ ଦିନ ପରେ ଅଜିଠୁ ରତ୍ନ ସିଂହାସନରେ ଦର୍ଶନ ଦେଲେ ମହାବାହୁ । ଶହ ଶହ ଶ୍ରଦ୍ଧାଳୁ କୋଭିଡ କଟକଣା ମଧ୍ୟରେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରି ଆନନ୍ଦ ପ୍ରକାଶ କରିଛନ୍ତି। ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଛି ବଡ ଦାଣ୍ଡ। ଭକ୍ତଙ୍କ ସୁରକ୍ଷା, ଶାନ୍ତିପୂର୍ଣ୍ଣ ଦର୍ଶନ, ଧାଡ଼ି ଦର୍ଶନ, ଦର୍ଶନ ବେଳେ ସାମାଜିକ ଦୂରତା ରକ୍ଷା ପାଇଁ ଦେଉଳ ଭିତରେ ପ୍ରସ୍ତୁତି ହୋଇଛି । ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇଛି ।

-Advertisement-

jay jagannatha freeslots dinogame telegram营销

-Advertisement-