
ତାରା ସୂତାରିଆ ତାଙ୍କ ଫିଲ୍ମ ‘ହିରୋପନ୍ତୀ ୨’ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଅଭିନେତ୍ରୀ ଏହି ବୋଲ୍ଡ ପୋଜ୍ ଦେବା ପାଇଁ କୋଟ୍ ବଟନ୍ ଖୋଲି ଦେଇଛନ୍ତି, ଯାହାକୁ ଦେଖି ପ୍ରଶଂସକଙ୍କ ହୃଦ୍ସ୍ପନ୍ଦନ ବଢିବାରେ ଲାଗିଛି। ଫଟୋସୁଟ୍ ସମୟରେ, ତାରା ସୂତାରିଆ ତାଙ୍କ ବ୍ରାଲେଟ୍କୁ ପ୍ରଦର୍ଶନ କରିଛନ୍ତି। ଏହା ପରେ ସେ ଗୋଟିଏ ପରେ ଗୋଟିଏ ହଟ୍ ପୋଜ୍ ଦେଇଛନ୍ତି। କୋଟ୍ ଆଉ ଆଉ ପ୍ୟାଣ୍ଟ୍ରେ ତାରା ସୂତାରିଆ ବହୁତ ଗ୍ଲାମରସ୍ ଏବଂ ବୋଲ୍ଡ ଦେଖାଯାଉଛନ୍ତି। ତାଙ୍କ ଖୋଲା କେଶ ଓ ଚଷମା ତାଙ୍କ ଲୁକକୁ ଆହୁରି କୁଲ୍ କରୁଛି। ଏପ୍ରିଲ୍ ୨୯, ୨୦୨୨ରେ ତାରାଙ୍କ ନୂଆ ଫିଲ୍ମ ‘ହିରୋପନ୍ତୀ ୨’ ରିଲିଜ୍ ହେବାକୁ ଯାଉଛି। ଏନେଇ ତାରା ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି। freeslots dinogame telegram营销
-Advertisement-
-Advertisement-