
ପୁରୀ,୧୩/୨ : ଆଜି ବିଶ୍ୱ ରେଡ଼ିଓ ଦିବସ । ଏହି ଦିବସରେ ପୁରୀ କୁମ୍ଭାରପଡ଼ାର ସୁଦର୍ଶନ ସାହୁଙ୍କ ପୁଅ ଶାଶ୍ୱତ ସାହୁ ଦିଆସିଲି କାଠରେ ପାନାସୋନିକ ରେଡ଼ିଓ ତିଆରି କରି ସମସ୍ତଙ୍କ ଦୃଷ୍ଟିଗୋରଚ ହୋଇଛନ୍ତି । ମାତ୍ର ୧୯ ବର୍ଷ ବୟସରେ ୧୧୦୦ଟି ଦିଆସିଲି କାଠି ବ୍ୟବହାର କରି ତିନି ଦିନ ମଧ୍ୟରେ ସେ ଏହି ରେଡ଼ିଓ ନିର୍ମାଣ କରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଭାରତରେ ରେଡିଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଛି। ଏହି ମଡେଲ୍ ତିଆରି କରି ମୁଁ ସମସ୍ତ ରେଡିଓ କାର୍ଯ୍ୟକ୍ରମକୁ ସମର୍ଥନ କରେ ଏବଂ ଲୋକଙ୍କୁ ରେଡିଓ ଶୁଣିବାକୁ ଅନୁରୋଧ କରୁଛି ବୋଲି ଶାଶ୍ୱତ କହିଛନ୍ତି। freeslots dinogame telegram营销
-Advertisement-
-Advertisement-