ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରତୀକ ସିଂ

ଭୁବନେଶ୍ବର, ୪।୫:ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଡିସିପି ପ୍ରତୀକ ସିଂ ।    ରାଜଧାନୀ ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ବଜାୟ ରଖିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି । ଏହା ଛଡ଼ା ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିଚାଳନା, ଲୋକଙ୍କ ଅନୁକୂଳ ନୀତି ଏବଂ ଓଡିଶା ସରକାରଙ୍କ ୫ଟି ନୀତିର କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବେ ଯାହା ଦ୍ୱାରା ଲୋକମାନେ ପୋଲିସ ଷ୍ଟେସନକୁ ଆସିବେ। ଭଲ ଅଭିଜ୍ଞତା ପାଇବେ ବୋଲି ସେ କହିଛନ୍ତି ।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version