
ଭଦ୍ରକ ,୨୪।୦୩ : ଆଜି ପୌର ନିର୍ବାଚନ ପାଇଁ ମତଦାନ ସକାଳ ୮ଟାରୁ ବିିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ସାରିଛି। ଭୋଟର ଯାଇ ମତଦାନ କରୁଛନ୍ତି। ଭଦ୍ରକରେ ମତଦାନ ସମୟରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ବୁଥ ସାମ୍ନାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି।ଭଦ୍ରକ ଧାମନଗରର ୯ ନମ୍ବର ଓ୍ୱାର୍ଡ ୧୬ ନମ୍ବର ବୁଥ୍ରେ ଝଗଡ଼ା ପରେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । freeslots dinogame telegram营销
-Advertisement-
-Advertisement-