ବାଲିଘାଟକୁ ନେଇ ବୋମାମାଡ଼, ଜଣେ ମୃତ

ଯାଜପୁର,୨୪/୩: ବାଲିଘାଟ ଲିଜକୁ ନେଇ ଯାଜପୁରରେ ଅଘଟଣ। ବାଲିଘାଟ ଲିଜକୁ ନେଇ ବଚସା ପରେ ବୋମାମାଡ଼। ବିଞ୍ଝାରପୁର ବଗମରା ବାଲିଘାଟରେ ଦୁର୍ବୁତ୍ତଙ୍କ ଦ୍ବାରା ବୋମାମାଡ଼ ହୋଇଛି। ଦୁର୍ବୁତ୍ତଙ୍କ ବୋମାମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସୁରେନ୍ଦ୍ର ଦାସ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। freeslots dinogame telegram营销

-Advertisement-
-Advertisement-