ନିରବିଗଲା ସ୍ଵରର ଅମୃତ ଝଙ୍କାର

ମୁମ୍ବାଇ,୬/୨: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ ହୋଇଛି। ଆଜି ସକାଳେ ୯୨ ବର୍ଷରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। କୋଭିଡ୍ ପଜିଟିଭ୍ ହେବା ପରେ ସେ ଗତ ଜାନୁଆରୀ ମାସରୁ ଚିକିତ୍ସିତ ହେଉଥିଲେ। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ‌ରେ ତାଙ୍କର ଚିକିତ୍ସା ଚାଲିଥିଲା।ଲତାଙ୍କୁ କରୋନାର ସାମାନ୍ୟ ସଂକ୍ରମଣ ହୋଇଥିବା ବେଳେ ସେ ନିମୋନିଆରେ ପୀଡ଼ିତ ଥିଲେ।

Exit mobile version