ଜଗନ୍ନାଥ ହେଲେ ମିଷ୍ଟର ଓଡିଶା

ଭୁବେନେଶ୍ୱର,୧୧/୪: NPC ବଡି ବିଲ୍ଡିଂ ଚାମ୍ପିୟନସିପରେ ମିଷ୍ଟର ଓଡିଶା ହୋଇଛନ୍ତି ଜଗନ୍ନାଥ ଖୁଣ୍ଟିଆ। ସେପଟେ ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜ୍ୟୋସ୍ନାରାଣୀ ।ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ଏହି ସର୍ବବୃହତ ବଡି ବିଲ୍ଡିଂ ଚାମ୍ପିୟନସିପରେ ସାରା ଦେଶରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । NPC ବଡି ବିଲ୍ଡିଂ ଚାମ୍ପିୟାନସିପ NPC ଓଡିଶା ବଡି ବିଲ୍ଡିଂ ଫେଡରେସନ ଓ ଆୱାର୍ଡ-୨୭ ଦ୍ୱାରା ଆୟୋଜିତ ହୋଇଥିଲା । ରାଜ୍ୟର ଏହି ସର୍ବବୃହତ ବଡି ବିଲ୍ଡିଂ ଚମ୍ପିୟାନସିପ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି  ଏହି ସର୍ବବୃହତ ବଡି ବିଲ୍ଡିଂ ଚମ୍ପିୟାନସିପରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ୭ଟି କ୍ୟାଟେଗୋରୀରେ ପ୍ରତିଯୋଗିତା ହୋଇଥିଲା ।ପ୍ରତିଯୋଗିତାର ବିଜୟୀ ରାଶି ୬ ଲକ୍ଷ ୫୦ ହଜାର ଟଙ୍କା ରହିଥିଲା

-Advertisement-

freeslots dinogame telegram营销

-Advertisement-