
ନୂଆଦିଲ୍ଲୀ: ଆଜି ଦେଶର କିଛି ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ କଥା ହୋଇ ଲୋକମାନଙ୍କ ନିକଟରେ କିପରି ସରକାରୀ ଯୋଜନା ପହଞ୍ଚୁଛି ତାହା ସମୀକ୍ଷା କରିଛନ୍ତି । ସମ୍ପୃକ୍ତ ଜିଲ୍ଲାରେ ବିଭିନ୍ନ ଯୋଜନାର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ନିକଟରୁ ପଚାରିବୁଝିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ସରକାରୀ ଯୋଜନା ଲୋକଙ୍କୁ କେତେ ଲାଭ ଦେଉଛି ତାହା ପ୍ରଧାନମନ୍ତ୍ରୀ ଜାଣିବାକୁ ଜାଣିଥିଲେ। freeslots dinogame telegram营销
-Advertisement-
-Advertisement-