ଭିଜିଲାନ୍ସ ଜାଲରେ RMC କର୍ମଚାରୀ

ଯାଜପୁର, ୨୮/୦୪ : ଭିଜିଲାନ୍ସ ଜାଲରେ ଯାଜପୁର ଆରଏମସିର ମାର୍କେଟ ସରକାର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।   ଆରଏମସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଆଜି ହୋଇଛି   ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ରେଡ୍ ଚାଲିଥିବା ଜଣାପଡିଛି   ।ଗୟାଧର ସାହୁଙ୍କ ଯାଜପୁର ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ଵରପୁର ସ୍ଥିତ ବାସଭବନ ଏବଂ ଭଡା ଦିଆଯାଇଥିବା ଘରେ ଭିଜିଲାନ୍ସ ରେଡ୍ ଚାଲିଛି। ତାଙ୍କ ନାମରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିବା ବେଳେ କୋର୍ଟର ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଚଢାଉ କରିଛି। freeslots dinogame telegram营销

-Advertisement-
-Advertisement-

Leave a Reply