
ହାଇଦ୍ରାବାଦ,୯/୪: ଭେଟେରାନ ତେଲଗୁ ଅଭିନେତା ମାନ୍ନାଭା ବାଲାୟାଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସକାଳେ ହାଇଦ୍ରବାଦ ସ୍ଥିତ ତାଙ୍କ ବାସଭବନରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି ବାଲାୟା। ବାୟସାଧିକ କାରଣରୁ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି।ତେଲଗୁ ସିନେମା ଇଣ୍ଡଷ୍ଟ୍ରୀରେ ଜଣେ ଲୋକପ୍ରିୟ କଳାକାର ଏମ୍. ବାଲାୟା। ସେ ଏକାଧିକ ଫିଲ୍ମରେ ଚରିତ୍ର ଅଭିନେତା ଭାବେ ଅଭିନୟ କରିଛନ୍ତି। ବାଲାୟାଙ୍କ ବିୟୋଗରେ ଅନେକ ତେଲଗୁ କଳାକାର ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। freeslots dinogame telegram营销
-Advertisement-
-Advertisement-